ଠାବ ହେଲା ଭୁତ ଜାହାଜ:୯ ବର୍ଷ ତଳେ ପ୍ରଶାନ୍ତ ମହାସାଗରରେ ଉଭେଇ ଯାଇଥିଲା

ଜଣେ ବି ହେଲେ ଦେଖିବାକୁ ମିଳିଲେ ନାହିଁ ଏହି ଭାସମାନ ଜାହାଜରେ ! ନୂଆଦିଲ୍ଲୀ: ୨୦୦୯ ମସିହାରେ ପ୍ରଶାନ୍ତ ମହାସାଗରରେ ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହୋଇଯାଇଥିବା ଏକ ମାଲବାହୀ ଜାହାଜ ଗତ ସପ୍ତାହରେ ଭାରତ ମହାସାଗରରେ ଠାବ ହୋଇଛିି। ସେବେଠାରୁ ଏହି ଜାହାଜକୁ ଲୋକେ ‘ଭୂତ ଜାହାଜ’ ବୋଲି କହିବା ଆରମ୍ଭ କରିଛନ୍ତି। ୨୦୦୯ ମସିହାରେ ତାଇଓ୍ଵାନ୍‌ ଉପକୂଳରେ ନିଖୋଜ ହୋଇଥିିବା ଏହି କଣ୍ଟେନର ଜାହାଜ ଇଣ୍ଡୋନେସିଆର ଥିଲା ବୋଲି ଅନୁମାନ … Continue reading ଠାବ ହେଲା ଭୁତ ଜାହାଜ:୯ ବର୍ଷ ତଳେ ପ୍ରଶାନ୍ତ ମହାସାଗରରେ ଉଭେଇ ଯାଇଥିଲା